ପାରା ଆଥଲେଟିକ୍ସରେ ପଦକ ବର୍ଷା

ଅନ୍ତିମ ଦିନରେ ୪ଟି ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ଗୋଟିଏ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି ଓଡ଼ିଆ ଖେଳାଳି । ପାରା ଆଥଲେଟିକ୍ସର ବିଭିନ୍ନ କ୍ଷେତ୍ରରେ ପଦକ ଜିତି ଓଡ଼ିଶାକୁ ଗର୍ବ ଏବଂ ଗୌରବ ଆଣିଛନ୍ତି ରାଜ୍ୟର ଏହି ପ୍ରତିଭାବାନ କ୍ରୀଡ଼ାବିତ୍ । ଗୋଟିଏ ଦିନରେ ୫ଟି ପଦକ ଦେଇ ଓଡ଼ିଶାର ଟେକ ରଖିଛନ୍ତି ।