ଆଜି ଭାରତୀୟ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିବ। Dow Jones ୧୫୭ ପଏଣ୍ଟ ଏବଂ Nasdaq ୧୩ ପଏଣ୍ଟରେ ଚଢି ବନ୍ଦହୋଇଛି। ପ୍ରଥମ ମଙ୍ଗଳବାରରେ, ସେନସେକ୍ସ ୭୧,୩୮୬ ପଏଣ୍ଟରେ ୩୦ ପଏଣ୍ଟ ବୃଦ୍ଧି ସହିତ ବନ୍ଦ ହୋଇଯାଇଥିଲା ଏବଂ ନିଫ୍ଟି ମଧ୍ୟ ୩୧.୮୫ ପଏଣ୍ଟ ହାସଲ କରି ୨୧,୫୪୪.୮୫ ପଏଣ୍ଟରେ ବନ୍ଦ ହୋଇଥିଲା। ଏହା ବ୍ୟତୀତ ଏୟାର ଇଣ୍ଡିଆ ଏକ୍ସପ୍ରେସ ‘ଟାଇମ୍ ଟୁ ଟ୍ରାଭେଲ’ ସେଲ ଅଫର ଅନୁଯାୟୀ ୧୭୯୯ ଟଙ୍କା ମୂଲ୍ୟରେ ଫ୍ଲାଇଟ୍ ଟିକେଟ ବୁକ୍ କରିବାକୁ ଅଫର ଦେଇଛି।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Prev Post
Next Post