ଶୀତରେ ଥରୁଛି ଓଡିଶା

କୁହୁଡି ଶହ ହାଡଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ। ପ୍ରବଳ କୁହୁଡି ଯୋଗୁଁ ଟ୍ରେନ ଓ ଫ୍ଳାଇଟ୍‌ ପ୍ରଭାବିତ ମଧ୍ୟ ହୋଇଛି।ତେବେ ଏହିପରି  ଥଣ୍ଡା ଆସନ୍ତା ୨/୩ ପର୍ଯ୍ୟନ୍ତ ଜାରି ରହିବ । ପାହାଡ ମାନଙ୍କରେ  ତୁଷାରପାତ ମଧ୍ୟ ଜାରି ରହିଛି।  ପାଣିପାଗ ବିଭାଗ  ତରଫରୁ ଆଜି  ଅର୍ଥାତ ଗୁରୁବାର ପାଇଁ ଆର୍ଲଟ ଜାରି କରାଯାଇଛି। ଆଇଏମଡି ଅନୁସାରେ ସକାଳ ୫ ଟା ୩୦ରେ  ଉତ୍ତର ପ୍ରଦେଶ, ଚଣ୍ଡିଗଡ, ରାଜସ୍ଥାନ, ବିହାରରେ ଘନ ଘୁହୁଡି ଛାଇ ରହିଥିଲା।