ଅନୁଗୁଳ: ଅନୁଗୁଳରେ ପିଲାଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଖମାରରେ ଛାତ୍ରଛାତ୍ରୀଙ୍କୁ ଭେଟିବା ଅବସରରେ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ସ୍ମାର୍ଟ ହେଉଛି ବୋଲି କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ୫କୋଟି ଅନୁମୋଦନ କରିଛନ୍ତି ବୋଲି ଜଣାଇଛନ୍ତି । ଏହାର କ୍ଲାସରୁମ ସ୍ମାର୍ଟ ହେବ, ସାଇନ୍ସ ଲ୍ୟାବ ଇ-ଲାଇବ୍ରେରୀ ପିଲା ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ। ଖମାରର ପିଲାମାନେ ବଡ଼ ସହରର ପିଲାଙ୍କ ଭଳି ସୁବିଧା ପାଇବେ । କଠିନ ପରିଶ୍ରମ କରିବେ, ଭବିଷ୍ୟତ ଉଜ୍ଜଳ କରିବେ ବୋଲି ସେ ଆଶା କରିଛନ୍ତି । ପାଠପଢି ବାପା, ମାଆ, କଲେଜ ଓ ଅନୁଗୁଳର ନାଁ ରଖିବେ । ଏହି ଅବସରରେ ପାଣ୍ଡିଆନ ତାଙ୍କ ଜୀବନର କାହାଣୀ ମଧ୍ୟ ବଖାଣିଥିଲେ । ସେ ବହୁତ ପଛୁଆ ଅଞ୍ଚଳରୁ ଆସିଥିଲେ ।
Trending
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳଙ୍କୁ ହଠାତ ଭେଟିଲେ କାହିଁକି ?
- ବାଂଲାଦେଶର ଢାକାରେ ଜେଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
- ଭାରତୀୟ ସେନାର ଶକ୍ତି ଦେଖିଥିଲା ସାରା ବିଶ୍ୱ
Next Post