ମାର୍କେଟରେ ବିଲ୍ଡିଂ ମାଟେରିଆଲର ମୂଲ୍ୟବୃଦ୍ଧି ଯୋଗୁଁ ଏଥିପ୍ରତି ପଛଘୁଞ୍ଚା ଦେଉଛନ୍ତି ସାଧାରଣ ଲୋକେ । ତେଣୁ ଏହିସବୁ ଜିନିଷର ଦାମ୍ କମିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି । ନୂଆ ଘର ନିର୍ମାଣ କରୁଥିବା ଲୋକମାନଙ୍କ ପାଇଁ ନୂଆବର୍ଷ ପୂର୍ବରୁ ଆସିଛି ବଡ଼ ଖୁସିଖବର । ଘର ତିଆରିରେ ବ୍ୟବହୃତ ଲୁହାଛଡ଼ ବର୍ତ୍ତମାନ ଶସ୍ତାରେ ଉପଲବ୍ଧ ହୋଇଛି । ତେଣୁ ଘର ତିଅରି ପାଇଁ ବର୍ତ୍ତମାନ ଲୁହା ରଡ୍ କିଣିବା ସହିତ ନିଜ ଆଶାର ଘର ତୋଳିପାରିବେ ।୨୦୨୪ ପୂଆବର୍ଷ ଆସିବା ପୂର୍ବରୁଦେଶର ବିଭିନ୍ନ ସହରରେ ଲୁହା ରଡ ଦାମ୍ ତଳକୁ ଖସିଛି । ସ୍ୱପ୍ନର ଘର କରିବାକୁ, ଜମି;ପରିମାଣର ଖର୍ଚ୍ଚ କରିବାକୁ ପଡିବ । ଏଥିରେ, ଇଟା ଏବଂ ସିମେଣ୍ଟ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଖର୍ଚ୍ଚ ହୋଇଥିବାବେଳେ ରିବରର ମୂଲ୍ୟ ମଧ୍ୟ ଗୃହ ନିର୍ମାଣ ମୂଲ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ୨୦୨୩ ବର୍ଷର ଶେଷ ମାସର ଶେଷ ସପ୍ତାହରେ, ରିବରର ମୂଲ୍ୟ ଆହୁରି ହ୍ରାସ ପାଇଛି । ଏହାର ମୂଲ୍ୟ ହ୍ରାସ ଦିଲ୍ଲୀରୁ କାନପୁର ଏବଂ ଚେନ୍ନାଇରୁ ଗୋଆ ପର୍ୟ୍ୟନ୍ତ ରେକର୍ଡ କରାଯାଇଛି।ନଭେମ୍ବର ଆରମ୍ଭରୁ ଲଗାତାର ଲୁହା ରଡ୍ ମୂଲ୍ୟହ୍ରାସ ଦେଖିବାକୁ ମିଳିଛି । ଗତ ନଭେମ୍ବର ୨ ତାରିଖରେ କାନୁପରଠାରେ ଲୁହାରଡ୍ ର ମୂଲ୍ୟ ୪୭,୦୦୦ ପ୍ରତି ଟନ୍ ରହିଛି । ତେବେ ଡିସେମ୍ବର ୯ ତାରିଖରେ ଏହି ମୂଲ୍ୟ ହ୍ରାସ ପାଇ ୪୬,୧୦୦ରେ ପହଞ୍ଚିଥିଲା । ସେହିପରି ଡିସେମ୍ବର ୨୨ ତାରିଖରେ ରଡ୍ ର ମୂଲ୍ୟ ୪୫,୭୦୦ ଟଙ୍କାକୁ ଖସିଆସିଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post