ଟେକ୍ କମ୍ପାନୀରେ ଭଲ ନାଁ କରିଥିବା ASUS ଭାରତୀୟ ବଜାରରେ ଏକ ନୂଆ ଲାପଟପ୍ ଲଞ୍ଚ କରିଛି । ASUSର ନୂଆ ଲାପଟପ୍, Chromebook ସିରିଜର ଏକ ଅଂଶ ହେବ । ଲଞ୍ଚ ହୋଇଥିବା ଏହି ନୂଆ ଲାପଟପ୍ ହେଉଛି Asus Chromebook Plus CX3402, ଯେଉଁଥିରେ Asus ଦମଦାର ଫିଚର୍ସ ଦେଇଛି । ଏହି Chromebook ଲାପଟପରେ କମ୍ପାନୀ ଏକ ୧୪ ଇଞ୍ଚର ଡିସପ୍ଲେ ଦେଇଛି ।ଯଦି ଆପଣ ଜଣେ ଛାତ୍ର, କୌଣସି ପ୍ରୋଫେସନାଲ କାର୍ଯ୍ୟ କରୁଛନ୍ତି କିମ୍ବା କୋଡିଂ ଭଳି କାର୍ଯ୍ୟ କରୁଛନ୍ତି , ତେବେ ଏହି ଲାପଟପ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । ASUS ଏହି ଲାପଟପ୍ ରେ Intel 12th Gen i3 ଏବଂ Intel 12th Gen i7 ଚିପସେଟ ଦେଇଛି ଯାହା କଷ୍ଟ କାମଗୁଡ଼ିକୁ ଅତି ସହଜରେ କରିପାରିବ । ଏହି ଲାପଟପକୁ କମ୍ପାନୀ ହାଲୁକା ରଖିବାକୁ ଚେଷ୍ଟା କରିଛି । ଏହାର ଓଜନ ୧.୪ କେଜି ରହିଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post