ଫ୍ଲିପକାର୍ଟ ବିଗ୍ ବିଲିୟନ୍ ଡେ ସେଲରେ ଆପଲ୍ଆଇଫୋନ୍ ୧୪ ପ୍ଲସ କିଣିପାରିନାହାଁନ୍ତି ତାହେଲେ ଏବେ ଆପଣଙ୍କ ପାଇଁ ରହିଛି ବଢ଼ିଆ ସୁଯୋଗ । କୁହାଯାଉଛି ଯେ ଆଇଫୋନ୍ ୧୫ ପ୍ଳସ୍, ଆପଲ ଆଇଫୋନ୍ ୧୪ ପ୍ଲସ ଆଡକୁ ଧ୍ୟାନ କେନ୍ଦ୍ରୀଭୂତ କରୁଛି । Apple iPhone 14 Plus ଏବେ ବି ଜବରଦସ୍ତ ଡିସକାଉଣ୍ଟରେ ଉପଲବ୍ଧ ରହିଛି ।ଆପଲ୍ ଆଇଫୋନ୍ ୧୪ ପ୍ଲସ ବର୍ତ୍ତମାନରେ ଫ୍ଲିପକାର୍ଟ ସେଲରେ ୧୦,୯୦୧ ଟଙ୍କାର ଡିସକାଉଣ୍ଟ ପରେ ୬୮,୯୯୯ ଟଙ୍କାରେ ଲିଷ୍ଟ କରାଯାଇଛି । ଏହାବ୍ୟତୀତ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ଇଏମଆଇରେ ୭୫୦ ଟଙ୍କାର ଡିସକାଉଣ୍ଟ ମଧ୍ୟ ପାଇପାରିବେ ଆପଣ ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post