ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସଲମାନ ଖାନ ଏବେ କୋଲକାତାରେ ଅଛନ୍ତି । ଏହା ସହ କୋଲକାତା ଇନ୍ଣ୍ଟରନେସନାଲ ଫିଲ୍ମ ଫେଷ୍ଟିବାଲ ୨୦୨୩ରେ ସଲମାନ ଖାନ ଗେଷ୍ଟ ଭାବେ ଯୋଗ ଦେଇଛନ୍ତି । ଏହି KIFF ୨୦୨୩ରେ ଭାଇଜାନଙ୍କ ବ୍ୟତୀତ ପଶ୍ଚିମ ବଙ୍ଗଳାର CM ମମତା ବାନାର୍ଜୀ ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରବ ଗାଙ୍ଗୁଲିଙ୍କ ଭଳି ଅନେକ ଲୋକ ସାମିଲ ଥିଲେ । ଏହି ମଉକାରେ ସୋସିଆଲ ମିଡିଆରେ ସୌରବ ଗାଙ୍ଗୁଲି ଏବଂ ମମତା ବାନାର୍ଜୀଙ୍କ ଗୋଟିଏ ଲେଟଷ୍ଟ ଭିଡିଓ ଜୋରସୋର ଭାଇରାଲ ହେଉଛି । ଯେଉଁଥିରେ ସେ ଫିଲ୍ମ ‘ଟାଇଗର ୩’ ବିଷୟରେ କଥା ହେବା ସହ ମମତା ବାନାର୍ଜୀଙ୍କ ଡ୍ୟାନ୍ସ ମଧ୍ୟ ଦେଖିବା ପାଇଁ ମିଳିଛି ।ସୌରବ ଗାଙ୍ଗୁଲି ସେହି ଇଭେଣ୍ଟରେ ଭାଇଜାନଙ୍କ ବିଷୟରେ ଏପରି କିଛି କହିଛନ୍ତି, ଯେ ସଲମାନ ଖାନଙ୍କ ଫ୍ୟାନ୍ସ ଫଲୋଇଗିଂ ବହୁତ ଅଧିକ । ବଲିଉଡ ଇଣ୍ଡଷ୍ଟ୍ରୀ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ସେହିପରି ଭାବେ ଭାରତୀୟ କ୍ରିକେଟ ଟିମ୍ର କାର୍ଯ୍ୟକରୁଥିବା ଲୋକ ଓ ଏକ୍ସ ବିସିସିଆଇ ଚ୍ୟାୟାରମ୍ୟାନ୍ ସୌରବ ଗାଙ୍ଗୁଲି ମଧ୍ୟ ଭାଇଜାନଙ୍କ ଫ୍ୟାନ୍ ବୋଲି ଜଣାପଡିଛି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post