ନୂଆ ବର୍ଷରୁ ଅର୍ଥାତ୍ ୧ ଜାନୁୟାରୀ ୨୦୨୪ରୁ ସିମ୍ କାର୍ଡ କିଣିବା ନିୟମରେ ବଡ଼ ପରିବର୍ତ୍ତନ ଆସିବ । ବର୍ତ୍ତମାନ କୌଣସି ଗ୍ରାହକଙ୍କୁ ସିମ୍ କାର୍ଡ କିଣିବା ପାଇଁ ଇ- KYC କରିବାକୁ ପଡ଼ିବ ଏବଂ ପେପର ବେସଡ୍ KYC ସଂପୂର୍ଣ୍ଣ ବନ୍ଦ ହୋଇଯିବ । ଏହା ବ୍ୟତୀତ ନୂଆ ମୋବାଇଲ୍ କନେକ୍ସନ ପାଇବା ପାଇଁ ବାକି ନିୟମ ସମାନ ରହିବ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।ଏହାପୂର୍ବରୁ ଟେଲିକମ୍ ମନ୍ତ୍ରଣାଳୟ ସିମ୍ କାର୍ଡ ସହିତ ଜଡିତ ଅନ୍ୟ ଏକ ନିୟମ ପରିବର୍ତ୍ତନ କରିଛି । ନିୟମ ପରିବର୍ତ୍ତନ କରି କେନ୍ଦ୍ର ସରକାର ଡିସେମ୍ବର ୧ ରୁ ଗୋଟିଏ ID ଉପରେ ସୀମିତ ସଂଖ୍ୟକ ସିମ୍ କିଣିବା ଉପରେ ନିୟମ କାର୍ଯ୍ୟକାରୀ କରିଛନ୍ତି । ସିମ୍ କାର୍ଡ କିଣିବା ପୂର୍ବରୁ KYC ପ୍ରକ୍ରିୟା ଶେଷ କରିବା ଆବଶ୍ୟକ । ଯଦି ଜଣେ ବ୍ୟକ୍ତି ଏକାଥରକେ ଏକାଧିକ ସିମ୍ କାର୍ଡ କିଣନ୍ତି ତେବେ ସେ ଏହାକୁ କେବଳ ବ୍ୟବସାୟିକ କନେକ୍ସନ ମାଧ୍ୟମରେ କିଣି ପାରିବେ ।
Trending
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
- ରଥଯାତ୍ରା : ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ
Prev Post
Next Post