ଆଇପିଏଲ୍ ୨୦୨୪ ପାଇଁ ନିଲାମୀ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଦୁବାଇରେ ହେବ । ଏଥର ନିଲାମୀ ପାଇଁ ପାଖାପାଖି ୧୧୬୬ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି । ଏଥିରେ ଲକ୍ଷରୁ କୋଟି ପର୍ଯ୍ୟନ୍ତ ଖେଳାଳିଙ୍କ ବେସ୍ ପ୍ରାଇସ ରହିଛି । କୌଣସି ବି ଖେଳାଳିଙ୍କ ବେସ୍ ପ୍ରାଇସ ୨୦ ଲକ୍ଷରୁ ୨ କୋଟି ଯାଏଁ ହୋଇପାରିବ । ଏମିତିରେ ବହୁତ କମ୍ ଖେଳାଳି ରହିଛନ୍ତି, ଯେଉଁମାନଙ୍କ ବେସ୍ ପ୍ରାଇସ ୨ କୋଟି ଟଙ୍କା ରହିଛି ।ଏଥର ୧୧୬୬ ଖେଳାଳିଙ୍କ ମଧ୍ୟରୁ ୮୩୦ ଭାରତୀୟ ଏବଂ ୩୩୬ ବିଦେଶୀ ଖେଳାଳି ରହିଛନ୍ତି । ଏହାଛଡା ୯୦୯ ଅନକ୍ୟାପଡ୍ ଏବଂ ୧୮ ଜଣ କ୍ୟାପଡ ଖେଳାଳି ରହିଛନ୍ତି । ୯୦୯ ଅନକ୍ୟାପଡ୍ ଖେଳାଳିଙ୍କ ମଧ୍ୟ ୮୧୨ ଭାରତୀୟ ରହିଛନ୍ତି । ୪୫ ଖେଳାଳି ଆସୋସିଏଟ ଦେଶ ସହିତ ରହିଛନ୍ତି । ତେବେ ଆଇପିଏଲ ଟିମ୍ ସ୍ଥିତି ଦେଖି ୭୦ ଖେଳାଳିଙ୍କୁ ଚୟନ କରାଯିବ ବୋଲି ସୂଚନା ରହିଛି । ଏମାନଙ୍କ ମଧ୍ୟରେ ୩୦ ଜଣ ରହିବେ ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା