ଛତିଶଗଡ଼ରେ ଏକଜିଟ୍ ପୋଲରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବା ନେଇ ସଂକେତ ମିଳୁଛି । ଛତିଶଗଡ଼ରେ ମୋଟ୍ ୯୦ଟି ବିଧାନସଭା ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ୪୬। ନ୍ୟୁଜ୍-୨୪ ଓ ଟୁଡେଜ୍ ଚାଣକ୍ୟ କଂଗ୍ରେସକୁ ୫୭ଟି ସିଟ୍ ମିଳିବା ନେଇ ଅନୁମାନ କରିଥିବା ବେଳେ ବିଜେପିକୁ ଦେଇଛି ମାତ୍ର ୩୩ଟି ସିଟ୍ । ସେହିପରି TV-CNX ମଧ୍ୟ କଂଗ୍ରେସ ହାତକୁ କ୍ଷମତା ଫେରିବା ନେଇ ଅନୁମାନ କରିଛି । କଂଗ୍ରେସକୁ ୪୬ରୁ ୫୬, ବିଜେପିକୁ ୩୦ରୁ ୪୦ ଓ ଅନ୍ୟ ଦଳକୁ ୩ରୁ ୫ଟି ସିଟ୍ ଦେଇଛି ।ସେହିପରି ଏବିପି ନ୍ୟୁଜ୍-ସି ଭୋଟର କଂଗ୍ରେସକୁ ୪୧ରୁ ୫୩, ବିଜେପିକୁ ୩୬ରୁ ୪୮ ସିଟ୍ ମିଳିବା ନେଇ ଆକଳନ କରିଛି । ଇଣ୍ଡିଆ ଟୁଡେ- ମାଇ ଆକ୍ସିସ୍ ସର୍ଭେ କଂଗ୍ରେସକୁ ୪୦ରୁ ୫୦ ଓ ବିଜେପିକୁ ୩୬ରୁ ୪୬ଟି ଆସନ ଦେଇଛି । ରିପବ୍ଲିକ୍ ଟିଭି-ମାଟ୍ରିଜ୍ କଂଗ୍ରେସକୁ ୪୪ରୁ ୫୨ ଓ ବିଜେପିକୁ ୩୪ରୁ ୪୨ ଆସନ ନେଇ ଅନୁମାନ କରିଛି।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post