ଡିସେମ୍ବର ମାସର ପ୍ରଥମ ସପ୍ତାହରେ କମ୍ପାନୀ ଅଫିସିଆଲ ଭାବେ Redmi 13C ଲଞ୍ଚ କରିବାକୁ ଯାଉଛି । ଏହି ଫୋନକୁ ବିଶ୍ୱର ବିଭିନ୍ନ ବଜାରରେ ଲଞ୍ଚ କରାଯିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ଡେଟ ଘୋଷଣା କରିଛି । ସୂଚନା ଥାଉ କି ଏହି ଫୋନ୍ ଭାରତରେ ୬ ଡିସେମ୍ବରରେ ଲଞ୍ଚ ହେବ । କିନ୍ତୁ କେଉଁ ସମୟରେ ଲଞ୍ଚ ହେବ ତାକୁ ନେଇ କମ୍ପାନୀ ତରଫରୁ କିଛି ସୂଚନା ମିଳି ନାହିଁ ।ଭାଇରାଲ ହୋଇଥିବା ଏକ ଲିକ୍ ଅନୁଯାୟୀ ଭାରତରେ ଲଞ୍ଚ ହେବାକୁ ଥିବା Redmi 13C ଅନ୍ୟ ଅଞ୍ଚଳରେ ବିକ୍ରି ହେଉଥିବା ଭାରିଆଣ୍ଟ ସହିତ ସମାନ ହେବ । ତେଣୁ ମୂଲ୍ୟ ବ୍ୟତୀତ ଫୋନ୍ ବିଷୟରେ ସବୁକିଛି ଜଣା ପଡିପାରେ । ଏହାର ଅର୍ଥ ହେଉଛି ହ୍ୟାଣ୍ଡସେଟରେ ୬.୭୪ -ଇଞ୍ଚ HD + ଡିସପ୍ଲେ (୧୬୦୦ x ୭୨୦ ପିକ୍ସେଲ) ରହିବ, ଯେଉଁଥିରେ ୨୬୦ PPI ରହିବ । ପ୍ୟାନେଲ ୯୦ Hz ରିଫ୍ରେସ ରେଟ୍ ଏବଂ ୬୦୦ ନିଟ୍ସର ପିକ୍ ବ୍ରାଇଟନେସକୁ ସପୋର୍ଟ କରିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post