ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଉପରେ ବୟାନ ଦେଇ ବିବାଦ ମଧ୍ୟକୁ ଆସିଯାଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖର । ଏହି ମାମଲାକୁ ଲଜ୍ଜାଜନକ କହିବା ସହ କଂଗ୍ରେସ ସମେତ ବିରୋଧୀମାନେ ଏବେ ଉପରାଷ୍ଟ୍ରପତିଙ୍କ ଉପରେ ବର୍ଷିଛନ୍ତି । ଚାଟୁକାରିତା କରିବାର ଏକ ସୀମା ଅଛି । ମାତ୍ର ଶ୍ରୀ ଧନଖର ତାହାକୁ ପାର କରିଯାଇଛନ୍ତି ବୋଲି କଂଗ୍ରେସ ନେତା ମନିକମ ଟାଗୋର କହିଛନ୍ତି ।ଜୈନ ଗୁରୁ ଓ ଦାର୍ଶନିକ ରାମଚନ୍ଦ୍ରଜୀଙ୍କୁ ସମର୍ପିତ ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଧନଖର କହିଥିଲେ, ‘ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି, ମହାତ୍ମାଗାନ୍ଧି ବିତିଯାଇଥିବା ଶତାବ୍ଦୀର ମହାପୁରୁଷ ଥିଲେ । ନରେନ୍ଦ୍ର ମୋଦୀ ଚଳିତ ଶତାବ୍ଦୀର ଯୁଗପୁରୁଷ ଅଟନ୍ତି । ଗାନ୍ଧି ସତ୍ୟ ଓ ଅହିଂସା ବଳରେ ବ୍ରିଟିଶଙ୍କ ଗୁଲାମରୁ ଦେଶକୁ ସ୍ୱାଧିନ କରିଥିଲେ । ମୋଦୀ ପ୍ରଗତି ମାର୍ଗରେ ଆମକୁ ଆଗକୁ ବଢ଼ାଉଛନ୍ତି । ମୋଦୀ ଓ ଗାନ୍ଧି ନୁହେଁ ଶ୍ରୀମଦ ରାମଚନ୍ଦ୍ରଜୀଙ୍କର ଶିକ୍ଷାକୁ ଦର୍ଶାଉଛନ୍ତି ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post
Next Post