ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି । ଏନେଇ ଟେକ୍ସାସର ରିପବ୍ଲିକାନ ପ୍ରତିନିଧୀ ରନି ଜ୍ୟାକସନ ହ୍ୱାଇଟ ହାଉସର ପୂର୍ବତନ ଚିକିତ୍ସକ କହିଛନ୍ତି ଯେ, ମୁଁ ତିନିଜଣ ରାଷ୍ଟ୍ରପତିଙ୍କ ଚିକିତ୍ସା କରିଛି, ତେଣୁ ରାଷ୍ଟ୍ର ମୁଖ୍ୟ ହେବା ପାଇଁ କଣ ଆବଶ୍ୟକ ତାହା ମୋତେ ଭଲଭାବେ ଜଣା । ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ଏହା ଏକ କଷ୍ଟଦାୟକ କାର୍ଯ୍ୟ । ଯଦି ଏହା ଠିକ୍ ନଥାଏ ତେବେ ସେ ଏହି ଦାୟିତ୍ୱ ବହନ କରିପାରିବେ ନାହିଁ । ସେ ପ୍ରତିଦିନ ଆମକୁ ପ୍ରମାଣିତ କରୁଛନ୍ତି ଯେ, ସେ ଏହି କାର୍ଯ୍ୟଭାର ସମ୍ଭାଳି ପରିବେ ନାହିଁ । ପୂର୍ବତନ ଚିକିତ୍ସକ ୨୦୨୪ ନିର୍ବାଚନ ପୂର୍ବରୁ ବାଇଡେନଙ୍କ ଏକ ଜ୍ଞାନ ପରୀକ୍ଷା କରିବାକୁ ମଧ୍ୟ ଦାବି କରିଛନ୍ତି ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post
Next Post