ଭାରତୀୟ ଷ୍ଟାଣ୍ଡ-ଅପ କମେଡିଆନ ଦୀର ଦାସ ଇଣ୍ଟରନେସନାଲ ଏମୀ ଆୱାର୍ଡ ୨୦୨୩ ଜିତିଛନ୍ତି । ତାଙ୍କୁ ଏହି ଆୱାର୍ଡ ବେଷ୍ଟ ୟୁନିକ କମେଡିର କାଟାଗୋରୀରେ ମିଳିଛି । ବୀର ଦାସଙ୍କୁ ଏହି ଆୱାର୍ଡ ନେଟଫ୍ଲିକ୍ସ ଅରିଜିନାଲ- ‘ବୀର ଦାସ: ଲ୍ୟାଣ୍ଡିଙ୍ଗ’ ପାଇଁ ମିଳିଛି । ଏହି ଶୋ’ଟି କେବଳ ନେଟଫ୍ଲିକ୍ସରେ ଉପଲବ୍ଧ । ଏହି ଆୱାର୍ଡ ‘ଡେରୀ ଗାର୍ଲସ୍-ସୀଜନ ୩’ ସହିତ ମିଳିଛି । ଏହି ଦୁଇଟି ଶୋ ମଧ୍ୟରେ ବରାବର ମୁକାବିଲା ରହିଛି । ସେହିପରି ଏକତା କପୂରଙ୍କୁ ମଧ୍ୟ ଏମି ଡାୟରେକ୍ଟୋରେଟ ଆୱାର୍ଡ ମିଳିଛି । ସେ ଏହାକୁ ପାଇ ଭାବପ୍ରବଣ ହୋଇଯାଇଛନ୍ତି ।ଏମି ଆୱାର୍ଡସ ୨୦୨୩ର ମଞ୍ଚରେ ଏକତା କପୂରଙ୍କ ଜର୍ଣ୍ଣି ବିଷୟରେ କୁହାଯାଇଛି । ଗୋଟିଏ କ୍ଲିପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ସେ ଏକତା କପୂରଙ୍କ ସିରିୟଲର ପ୍ରଶଂସା କରୁଛନ୍ତି । ଏହା ବ୍ୟତୀତ ଯେତେବେଳେ ଏକତା କପୂର ମଞ୍ଚରେ ଟ୍ରଫି ନେବାକୁ ପହଁଚିଲେ ସେତେବେଳେ ସେ ଇମୋସନାଲ ହୋଇଯାଇଛନ୍ତି । ନିଜ ଭାଷଣରେ ସେ ଏହି ଟ୍ରଫିକୁ ନିଜ ବାପା-ମାଆଙ୍କୁ ଡେଡିକେଟ କରିଛନ୍ତି ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post