ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅପ୍କମିଂ ଫିଲ୍ମ ‘ଏ ବତନ ମେରେ ବତନ’ର ଏକ ନୂଆ ମୋସନ୍ ପୋଷ୍ଟର ସେୟାର ହୋଇଛି । ସେହି ସମୟରେ ସେଠାରେ ସାରା ଅଲ୍ଲୀ ଖାନଙ୍କ ସହିତ ଷ୍ଟେଜ୍ରେ ଫିଲ୍ମ ମେକର କରନ ଜୋହର ମଧ୍ୟ ନଜର ଆସିଛନ୍ତି । ଜାନୁଆରି ମାସ ୭୪ତମ ଗଣତନ୍ତ୍ର ଦିବସରେ ଏହି ଫିଲ୍ମର ଫାର୍ଷ୍ଟ ଲୁକ୍ ସେୟାର ହୋଇଥିଲା । ଫିଲ୍ମ ‘ଏ ବତନ ମେରେ ବତନ’ ଏକ ସତ୍ୟ ଘଟଣାକୁ ନେଇ ହୋଇଛି । ଏଥିରେ ସାରାଙ୍କ ସିରିଏସ୍ ଲୁକ୍ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ସାରା ଉଷା ମେହେତାଙ୍କ ରୋଲ କରୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମରେ ସାରା ଏକ ଭିନ୍ନ ଲୁକ୍ରେ ନଜର ଆସିବାକୁ ଯାଉଛନ୍ତି । ଯାହା ଫ୍ୟାନ୍ସଙ୍କୁ ବହୁତ ହିଁ ପସନ୍ଦ ଆସିଛି ।ନଭେମ୍ବର ୨୦ରେ କରନ ଜୋହର ଇନ୍ଷ୍ଟାଗ୍ରାମରେ ସାରା ଅଲ୍ଲୀ ଖାନ୍ଙ୍କ ନୂଆ ମୋସନ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ ମାଇକ୍ରୋଫୋନ୍ରେ କଥା ହେଉଥିବା ଦେଖିବା ପାଇଁ ମିଳିଛି ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Next Post