ଭାରତରେ ଟେଲିକମ୍ ସେକ୍ଟରରେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସାଧାରଣତଃ ଦୁଇଟି ପ୍ରମୁଖ କମ୍ପାନୀ । ରିଲାଏନ୍ସ ଜିଓ ଏହାର ବଡ ଟେଲିକମ୍ ଉପସ୍ଥିତିକୁ ପ୍ରମାଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ଆମେ TRAIର ଅଗଷ୍ଟ ୨୦୨୩ ତଥ୍ୟ ବିଷୟରେ ଆଲୋଚନା କରିବା ତେବେ ରିଲାଏନ୍ସ ଜିଓ ସେହି ମାସରେ ସର୍ବାଧିକ ୩୨.୫ ଲକ୍ଷ ନୂଆ ୟୁଜରଙ୍କୁ ନିଜ ସହିତ ଯୋଡ଼ିଛି । ଅନ୍ୟପଟେ ସେହି ମାସରେ ଏୟାରଟେଲ ନିଜର ନେଟୱାର୍କରେ ମାତ୍ର ୧୨.୩ ଲକ୍ଷ ନୂଆ ୟୁଜରଙ୍କୁ ଯୋଡିଛି, ଯାହା ରିଲାଏନ୍ସ ଜିଓ ତୁଳନାରେ ପ୍ରାୟ ଏକ ତୃତୀୟାଂଶ କମ୍ । ଭୋଡାଫୋନ୍-ଆଇଡିଆ ତୃତୀୟ ସ୍ଥାନରେ ଅଛି, ଯାହା ୪୯,୭୮୨ ୟୁଜରଙ୍କୁ ହରାଇଛି ।
Trending
- ଓଏଏସ୍ ସ୍ତରରେ ଅଦଳବଦଳ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
Prev Post
Next Post