ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ପ୍ରାୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଏଇ କିଛି ଦିନ ହେବା ତାଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ ହୋଇଛି । ଏହା ସହ ଫିଲ୍ମଟି ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିଛି । କ୍ୟାଟ୍ରିନା ସବୁବେଳେ ତାଙ୍କ ପ୍ରଫେସନାଲ ଲାଇଫ୍ ସହିତ ପ୍ରର୍ସନାଲ ଲାଇଫ୍କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପ୍ରାୟତଃ ତାଙ୍କ ପ୍ରେଗ୍ନେସିର ଖବର ସାମ୍ନାକୁ ଆସୁଛି । କେବଳ ଏବେ ନୁହେଁ ବରଂ ବହୁତ ଦିନ ହେବା ଏହି ଖବର ଶୁଣିବା ପାଇଁ ମିଳୁଛି । ତେବେ ଏହା ମଧ୍ୟରେ ଅଭିନେତ୍ରୀଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ମାତ୍ରେ ଫ୍ୟାନ୍ସଙ୍କ ଅନୁମାନ ଅଭିନେତ୍ରୀ ପ୍ରେଗ୍ନେଟ ଅଛନ୍ତି ।ତେବେ ସେହି ଭିଡିଓଟି ଏକ ଇଭେଣ୍ଟର । ସେଠାରେ କ୍ୟାଟ୍ରିନା କ୍ୟାଜୁଆଲ ଲୁକ୍ରେ ନଜର ଆସିଥିଲେ । ସେହି ଇଭେଣ୍ଟରେ କ୍ୟାଟ୍ରିନା ଜିନ୍ସ୍ ପ୍ୟାଣ୍ଟ୍ ସହ ଟପ୍ ଓ ଡେନିମ ଜେକ୍ୟାଟ୍ ପିନ୍ଧିଥିବାର ଦେଖିବା ପାଇଁ ମିଳିଛି । ଏହି ଭିଡିଓରେ ଦେଖିବାରିବେ ଯେ ତାଙ୍କ ଜ୍ୟାକେଟ୍ରେ ତାଙ୍କ ପେଟ ଲୁଚିଥିବାର । ହେଲେ ଯେତେବେଳେ ଅଭିନେତ୍ରୀ ଚାଲିବା ଆରମ୍ଭ କରିଛନ୍ତି, ସେହି ସମୟରେ ଦେଖିବାକୁ ମିଳିଛି, ଯେ ତାଙ୍କ ପେଟ ଅଳ୍ପ ବାହାରିଥିବାର । ତାଙ୍କ ପେଟ ଦେଖି ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ କ୍ୟାଟ୍ରିନା ପ୍ରେଗ୍ନେଟ୍ ଅଛନ୍ତି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post