ୟୁପିର ବାରାଣସୀରେ ଫିଲ୍ମ ଅଭିନେତା ନାନା ପାଟେକର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା କଷିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିନେତାଙ୍କ ସୁଟିଂ ବେଳର ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ସୁଟିଂ ସମୟରେ ନାନା ଏତେ ରାଗିଯାଇଥିଲେ ଯେ ତାଙ୍କର ଜଣେ ପ୍ରଶଂସକଙ୍କୁ ସେ ଭିଡ଼ ଭିତରେ ହିଁ ଚାପୁଡ଼ା ମାରିଥିଲେ। ଅଭିନେତାଙ୍କ ଆଚରଣ ଦେଖି ନେଟିଜେନ୍ମାନେ ଦୁଃଖ ପ୍ରକାଶ କରୁଛନ୍ତି।ଭାଇରାଲ ଭିଡିଓଟି ଏକ ସୁଟିଂ ସେଟ୍ର। ଏଥିରେ ଦେଖାଯାଉଛି, ନାନା ପାଟେକର ଏକ ସିନ୍ର ସୁଟିଂ ପାଇଁ ଛିଡ଼ା ହୋଇଛନ୍ତି। ଠିକ୍ ସେତିକିବେଳେ ଜଣେ ପ୍ରଶଂସକ ନାନାଙ୍କ ନିକଟକୁ ଆସି ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post