ମଡର୍ଣ୍ଣ ଟେକ୍ନୋଲୋଜିକୁ ନେଇ ପ୍ରସ୍ତୁତ କରାଯାଉଛି ରୋବଟ୍ସ । ମଣିଷଙ୍କ କାମକୁ ସହଜ କରିବା ପାଇଁ ଏହି ରୋବଟ୍ସମାନଙ୍କୁ ତିଆରି କରାଯାଉଛି । କିନ୍ତୁ ଏହି ରୋବଟ୍ସମାନେ ହିଁ ଯଦି ମଣିଷ ମୃତ୍ୟୁର କାରଣ ପାଲଟିବେ ତେବେ କଣ କରାଯିବ ? ତେବେ ଦକ୍ଷିଣ କୋରିଆରେ ଏକ ରୋବଟ୍ ଜଣେ ବ୍ୟକ୍ତିଙ୍କୁ ମାରି ଦେଇଥିବା ଜଣା ପଡ଼ିଛି । ରୋବଟ୍ ବ୍ୟକ୍ତିଙ୍କୁ ଲଙ୍କା ଡବାରୁ ଅଲଗା କରିବାରେ ବିଫଳ ହେବାପରେ ଏପରି ଦୁର୍ଘଟଣା ହୋଇଛି । ରୋବୋଟିକ୍ସ କମ୍ପାନୀର ଜଣେ ୪୦ ବର୍ଷ ବୟସ୍କ କର୍ମଚାରୀ ରୋବଟକୁ ଯାଞ୍ଚ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post