୩୬ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଥରିଲା ନେପାଳ

୩.୬ ତୀବ୍ରତା ଭୂମିକମ୍ପ 

ପୁଣି ଥରିଲା ନେପାଳ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ନେପାଳରେ ପୁଣି ୩.୬ ତୀବ୍ରତା ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ନେପାଳ ପରେ ଆଫଗାନିସ୍ତାନର ଫେଜାବାଦରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୫ ରହିଛି ।