ଚଳିତ ବର୍ଷ ଆଇଫୋନ୍ ମଡେଲ କମ୍ ଦାମରେ ସେଲ ହେବ ବୋଲି ଇ-କମର୍ସ ସାଇଟରେ ଦାବି କରାଯାଇଛି । ସେଲ୍ ସମୟରେ ଆପଣ iPhone 14କୁ କମ୍ ଦାମରେ କିଣି ପାରିବେ । ବ୍ୟାଙ୍କ ଅଫର ଏବଂ ଅନ୍ୟ ଡିସକାଉଣ୍ଟ ସହିତ ଆପଣ ଏହାକୁ ମାତ୍ର ୪୯,୯୯୯ ଟଙ୍କାରେ କିଣି ପାରିବେ ।ନଭେମ୍ବର ୨ରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଆଇଫୋନ୍ ମଡେଲ କମ୍ ଦାମରେ ସେଲ ହେବ ବୋଲି ଇ-କମର୍ସ ସାଇଟରେ ଦାବି କରାଯାଇଛି । ସେଲ୍ ସମୟରେ ଆପଣ iPhone 14କୁ କମ୍ ଦାମରେ କିଣି ପାରିବେ ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post
Next Post