୩୩ ବର୍ଷ ପରେ ଏକ ସଙ୍ଗେ କାମ କରିବାକୁ ଯାଉଛନ୍ତି । ରବିବାର ପ୍ରଡକ୍ସନ ବ୍ୟାନର ଗୋଟିଏ ଫ୍ରେମ୍ରେ ଦୁଇଜଣ ମେଗାଷ୍ଟାରଙ୍କର ଏକ ସଙ୍ଗେ ବିଟିଏସ୍ ଫଟୋ ସେୟାର କରିଛି ଓ କହିଛି କି ମୁମ୍ବାଇ ସେଡ୍ୟୁଲର ଶୁଟିଂ ଶେଷ ହୋଇଯାଇଛି । ଏହି ଫଟୋ ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ଉତ୍ସାହ ବଢାଇ ଦେଇଛି ।ଦୁଇ ମେଗାଷ୍ଟାରଙ୍କ ପରଫେକ୍ଟ ଫ୍ରେମ ବିଶିଷ୍ଟ ଫଟୋଫ୍ରେମ ବିଶିଷ୍ଟ ଫଟୋ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଦେଖିବାକୁ ମିଳୁଛି କି ଅମିତାଭ ଅଫିସ୍ରେ ଗୋଟିଏ ରୁମ୍ରେ ଏକ ଚେୟାର ଉପରେ ବସି ନିଜ ଫୋନ୍ରେ କିଛି ଚେକ୍ କରୁଥିବାର ନଜର ଆସୁଛନ୍ତି । ଏହି ସମୟରେ ରଜନୀକାନ୍ତ ସ୍ମିତ ହସି ବିଗ୍ ବିଙ୍କ କାନ୍ଧରେ ହାତ ରଖି ଫୋନ୍କୁ ଚାହିଁଛନ୍ତି । ଏହି ସମୟରେ ରଜନୀକାନ୍ତ ଧଳା ସାର୍ଟ ଓ ଗ୍ରେ କଲରର କୋର୍ଟରେ ନଜର ଆସୁଥିବା ବେଳେ ରଜନୀକାନ୍ତ ଏହି ସିନ୍ ଲାଗି ବ୍ରାଉନ୍ ରଙ୍ଗର ସାର୍ଟ ପିନ୍ଧିଛନ୍ତି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post