ଆଜିକୁ ହମାସ ସହ ଇସ୍ରାଏଲର ଯୁଦ୍ଧ ୨୪ତମ ଦିନରେ ପ୍ରବେଶ କରିଥିବା ବେଳେ ଇସ୍ରାଏଲ ସେନା ରବିବାର ଗାଜାପଟିରେ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ସେନା କହିଛି ଯେ ସ୍ଥଳ ଅପରେସନ ମାଧ୍ୟମରେ ଏହା ୧୫୦ରୁ ଅଧିକ ଭୂତଳ ସୁଡ଼ଙ୍ଗ ଏବଂ ବଙ୍କର ସମେତ ଅନେକ ହମାସ କାର୍ଯ୍ୟକର୍ତ୍ତାଙ୍କ ସ୍ଥାନକୁ ଟାର୍ଗେଟ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମଧ୍ୟ ଉତ୍ତର ଗାଜା ବାସିନ୍ଦାଙ୍କୁ ଚେତାବନୀ ଦେଇ କହିଛି ଯେ ଏହା ହମାସ ବିରୋଧରେ ବିମାନ ଅଭିଯାନ ବୃଦ୍ଧି କରିଥିବାରୁ ଏହି ଅଞ୍ଚଳ ‘ଯୁଦ୍ଧକ୍ଷେତ୍ର’ରେ ପରିଣତ ହୋଇଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post