ଉପବାସରେ ପ୍ରଭୁ ଲିଙ୍ଗରାଜ।ଆଜି ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି। ସକାଳୁ ସିଂହଦ୍ୱାର ଖୋଲା ନୀତି ହୋଇଛି। କିନ୍ତୁ ମଙ୍ଗଳ ଆଳତି କରାଯାଇ ନାହିଁ। ମଙ୍ଗଳ ଆଳତି ଠାରୁ ନିତିକନ୍ତି ବନ୍ଦ ରହିଛି। ବ୍ରାହ୍ମଣ ନିଯୋଗର ପତି ଓ ପୂଜା ପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ବନ୍ଦ ରହିଛି ନିତିକାନ୍ତି। ମନ୍ଦିର ପ୍ରଶାସନକୁ ଏଇ ବିଷୟରେ ଆମେ ଲିଖିତ ଆକାରରେ ଦିଆଯାଇଛି। କଣ ଏହା ପଛରେ କାରଣ ରହିଛି ତାହା ମନ୍ଦିର ପ୍ରଶାସନ ବୈଠକ ପରେ ସ୍ପଷ୍ଟ ହେବ। ସେପଟେ ବଡୁ ନିଯୋଗ କହିଛି ଆମ ପକ୍ଷରୁ ସମସ୍ତ ନିତିକାନ୍ତି କରାଯାଉଛି। କିଏ କଣ ଅଭିଯୋଗ ଆଣିଛି ଆମେ ଜାଣିନାହୁଁ।ତେବେ ଲିଙ୍ଗରାଜଙ୍କ ଅବକାଶ, ମଙ୍ଗଳଆଳତୀ ବନ୍ଦ । ପୂଜା ପଣ୍ଡା ନ ଆସିବାରୁ ମଙ୍ଗଳ ଆଳତୀ ବନ୍ଦ ରହିଛି । ଏ ବାବଦରେ ADMଙ୍କୁ ଅବଗତ କରାଇବେ ଲିଙ୍ଗରାଜ ମନ୍ଦିର ପୂଜକ କର୍ତ୍ତୃପକ୍ଷ।
Trending
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
- ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି
- ଏସ୍ଆଇଆର୍ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି
- ମୋଦି କହିଲେ ଜେଲ୍ରୁ କେହି ନିର୍ଦ୍ଦେଶ ଦେଇପାରିବେନି
- ବଦଳିଲେ ୮ ଜିଲ୍ଲା ଏସ୍ପି
- ଇସ୍ରୋର ପ୍ରଥମ ଗଗନଯାନ ପରୀକ୍ଷଣ
- ପ୍ରାର୍ଥିପତ୍ର ଦାଖଲ କଲେ ସୁଦର୍ଶନ ରେଡ୍ଡୀ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ
- ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ
Prev Post
Next Post