ମାରୁତି ସୁଜୁକି ଜିମନୀର ୫ ଡୋର ଭର୍ସନ ଲଞ୍ଚ 

୩୨ ହଜାର ଡିସକାଉଣ୍ଟ

ବଜାରରେ ମାରୁତି ସୁଜୁକିର ସବୁଠୁ ଲାଟେଷ୍ଟ ପ୍ରଡକ୍ଟ ହେଉଛି ଜିମନୀ । ଏହା ଏକ ଏମିତି ଏସୟୁଭି ଯାହା ଏକମାତ୍ର ମହିନ୍ଦ୍ରା ଥର୍‌ କୁ ଟକ୍କର ଦେଇଥାଏ। ଭାରତୀୟ ବଜାରରେ ମାରୁତି ସୁଜୁକିର ସବୁଠୁ ଲାଟେଷ୍ଟ ପ୍ରଡକ୍ଟକୁ ନେଇ ଏକ ବଡ଼ ସୂଚନା ଆସିଛି। ଭାରତରେ ମାରୁତି ସୁଜୁକି ଜିମନୀର ୫ ଡୋର ଭର୍ସନ ଲଞ୍ଚ ହୋଇଛି। ଗ୍ଳୋବାଲ ଲେଭଲରେ ଏହାର ୩ ଡୋର ଭର୍ସନ ମିଳୁଛି। ଏମିତିରେ ଏବେ ଜିମନୀ ୫ ଡୋର କୁ ଭାରତରେ ତିଆରି କରି ବିକ୍ରି କରାଯାଉଛି। ଏହାକୁ ଦେଶ ମଧ୍ୟରେ ଥିବା ସମସ୍ତ ଗ୍ରାହକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି। କିନ୍ତୁ ଆମେ ଏବେ ଯେଉଁ କଥା ଆପଣଙ୍କୁ କହିବୁ ତାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ।