ଚାଲିଛି ପାର୍ବଣ ଆଉ ଗୋଟିଏ ପରେ ଫିଲ୍ମ ରିଲିଜ ହୋଇ ସାରିଛି । ଦଶହରା ବଜାରରେ ଘାଣ୍ଟୁଛି ଏବେ ଓଡିଆ ସିନେମା । ସିନେମା ହଲ ରେ ମୁହଁ ମିଳୁନଥିବା ବେଳେ ଫ୍ୟାନ୍ସ ମାନେ ହିରୋ ମାନଙ୍କୁ କାନ୍ଧରେ ବସାଇ ନେଉଛନ୍ତି । ଏପଟେ ଧମାଲ୍ କରୁଛି ମାଲ୍ୟଗିରି ସାଙ୍ଗକୁ କଟକ ଶେଷରୁ ଆରମ୍ଭ ଜବର ଦସ୍ତ ଯୋଡି ସାଙ୍ଗକୁ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଆକ୍ଟିଙ୍ଗ ଦେଖିବାକୁ ଲାଗିଛି ଭିଡ । ଆଉ ମାଲ୍ୟ ଗିରି ଫିଲ୍ମ ଦେଖିବା ପରେ ଦର୍ଶକଙ୍କ ଭଲ ପାଇବା ବାବୁସାନଙ୍କ ପ୍ରତି ଅଧିକ ବଢି ଯାଇଛି ଖାଲି ସେତିକି ନୁହେଁ ଜବର ଦସ୍ତ ନାୟିକା ଶିବାନୀ ଓ ସୂର୍ଯ୍ୟମୟୀଙ୍କ ଅଭିନୟ ଏବେ ଓଡିଶା ବାସୀଙ୍କ ମନରେ ଯାହା ଏହି ଫିଲ୍ମ ହଲରୁ ଜଣା ପଡୁଛି ।
ଗୋଟିଏ ପରେ ଗୋଟିଏ କମାଲ୍ ସହ ଧମାଲ୍ କରି ଓଡିଆ ଚଳଚ୍ଚିତ୍ର, ଆଜି ରିଲିଜ୍ ହୋଇଛି ୨ ସୁପର ଷ୍ଟାର ଅନୁଭବ ଅରିନ୍ଦମଙ୍କ ରାମ୍ ଫିଲ୍ମ ଏବେ ଦର୍ଶକ ବାଉଳା କାହାର ଫିଲ୍ମକୁ ବଦେଖିବେ । କାରଣ ପୁଜା ବଜାରରେ ଘାଣ୍ଟୁଛି ଓଡିଆ ସିନେମା ଜବରଦସ୍ତ ଅଭିନୟ ସହ ଫେରିଛନ୍ତି ସେହି ୯୦ ଦଶକର ନାୟକ ନାୟିକା । ସିଦ୍ଧାନ୍ତ ମହାପାତ୍ର ସାଙ୍ଗକୁ ଅଭିନେତ୍ରୀ ଅନୁ ଚୌଧୁରୀ ମନେ ପକାଉଛି ସେହି ଦିନ କୁ ଏଥର ପୁଜାରେ ଓଡିଆ ସିନେମା ଜଗତରେ ରିଲିଜ ହୋଇସାରିଛି। ୯୦ ଦଶକର ସମସ୍ତ ଗୀତ ପାଇଁ ପୁଣି ଥରେ ଆସିଛି ନୂଆ ରୂପରେ ନୂଆ ଢଙ୍ଗରେ .. ଯାହାର କ୍ରେଜ ଏବେ ମାର୍କେଟରେ ବଢି ଯାଇଛି । ଆଉ ଆଜି ହଲ୍ ଏଣ୍ଟ୍ର କରିଛନ୍ତି ସୁପରଷ୍ଟାର । ଭିଡ ଏତେ ଆଖି ଲାଖି ଯାଉଚି ଫ୍ୟାନ୍ସଙ୍କ ଏମିତି ଭଲ ପାଇବା କେବେ ଦେଖି ନଥିବେ ଯାହା ଏତେ ଭିଡ ଲାଗିଥିଲା ଯେ ଚାଲିକି ଯିବା ତ ଦୂରର କଥା ଓଲଟା ଫ୍ୟାନ୍ସ ମାନେ କାନ୍ଧରେ ବସାଇ ନେଇ ଥିଲେ । ସବୁ ଫିଲ୍ଲ ଦେଖିବାକୁ ଭିଡ ଜମିଥିବା ବେଳେ ରାମ୍ ଫିଲ୍ମିକ ମଧ୍ୟ ସେତିକି ଭଲ ପାଇବା ମିଳି ପାରିଛି ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Prev Post
Next Post