ବର୍ତ୍ତମାନ ସମୟରେ ଅଧିକାଂଶ କାମର ପ୍ରଭାବ କାରଣରୁ ନିଜ ପରିବାର ଠାରୁ ଦୂରେଇ ରହୁଛନ୍ତି। ଫଳରେ ଲୋକେ ଏକୁଟିଆପଣର ଶିକାର ହେଉଛନ୍ତି। ଏହା ଧିରେ ଧିରେ ମାନସିକ ଦୁଃଶ୍ଚିନ୍ତାରେ ପରିଣତ ହୋଇଥାଏ। ତେଣୁ ଯଥାସମ୍ଭବ ନିଜ ପରିବାରକୁ ସମୟ ଦେବାକୁ ଚେଷ୍ଟା କରିବା ଉଚିତ। ଏହାସହ ଯେଉଁ ସମୟରେ ଘରେ ରହୁଛନ୍ତି, ପରିବାର ସହ ଏକାଠି ବସି ଭୋଜନ କରିବା ଉଚିତ।କେତେକ ସମୟରେ ସାଙ୍ଗସାଥୀ, ପରିବାର ଓ ପଡୋଶୀ ମାନଙ୍କ ସହ ବସି ଭୋଜନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍ ହୋଇଥାଏ। ୬୭ ପ୍ରତିଶତଙ୍କ କହିବାନୁଯାୟୀ, ଏକାଠି ଭୋଜନ କରିବା ଦ୍ୱାରା ପରସ୍ପର ମଧ୍ୟରେ ଏକତା ରହିଥାଏ।ଅଧିକ ସମୟ ପର୍ଯ୍ୟନ୍ତ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଲେ, ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ରୋଗର ହେବାର ଅଧିକ ସମ୍ଭାବନା ରହିଥାଏ। ମାନସିକ ଦୁଃଶ୍ଚିନ୍ତାର ସ୍ତର ବୃଦ୍ଧି ଦ୍ୱାରା ହୃଦୟ ଜନିତ ରୋଗର ହେବାର ପ୍ରମୁଖ କାରଣ। ପରିବାର ସହ ଭୋଜନ କରିବା ଦ୍ୱାରା ଭୋଜନରେ ଶାନ୍ତି ସହ ଅନେକ ଲାଭ ମିଳିଥାଏ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି