ଇ-କମର୍ସ ସାଇଟରୁ କିଣନ୍ତୁ ସ୍ମାର୍ଟଟିଭି

ମିଳୁଛି ଭାରି ଡିସକାଉଣ୍ଟ

ପାର୍ବଣ ଋରୁରେ ସ୍ମାର୍ଟଟିଭି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ବେଷ୍ଟ ଟାଇମ୍‌ । କାରଣ ସାରା ଭାରତରେ ବର୍ତ୍ତମାନ ଇ-କମର୍ସ ସାଇଟ ଗୁଡ଼ିକରେ ଫେଷ୍ଟିଭ୍‌ ସେଲ୍‌ ଆରମ୍ଭ ହୋଇଯାଇଛି, ଯେଉଁଥିରେ ସ୍ମାର୍ଟଟିଭି ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ଦିଆଯାଉଛି । ଏହି ଅଫରରେ ସାଓମି, ଏଲ୍‌ ଜି, ସାମସଙ୍ଗ୍‌ ସମେତ ଅନ୍ୟ କମ୍ପାନୀମାନେ ମଧ୍ୟ ସ୍ମାର୍ଟଟିଭି ଗୁଡ଼ିକରେ ଭାରି ଡିସକାଉଣ୍ଟ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଫର ବିଷୟରେ ।ସାମସଙ୍ଗ୍‌ର ଏହି ଟିଭିର ଅରିଜିନାଲ୍‌ ପ୍ରାଇସ୍‌ ୨୨,୯୦୦ ଟଙ୍କା କିନ୍ତୁ ଡିସକାଉଣ୍ଟ ପାଇଁ ଆପଣ ଏହାକୁ ମାତ୍ର ୧୦,୯୯୦ ଟଙ୍କାରେ କିଣି ପାରିବେ । ଏଥିରେ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ, ଜିଓ ସିନେମା ଏବଂ ୧୨,୦୦୦ ଅଧିକ ଆପ୍‌ ସହିତ ୟୁଟ୍ୟୁବ ଏବଂ ଅନ୍ୟାନ୍ୟ OTT ପ୍ଲାଟଫର୍ମକୁ ଆକ୍ସେସ ମିଳିବ ।