ସାରା ଅଲ୍ଲୀ ଖାନଙ୍କ ଭାଗ୍ୟ ଏବେ ବେଶ ବଦଳିଛି. ଏକଥା ଆମେ କହୁନୁ, ସାରା ନିଜେ କହୁଛନ୍ତି. ଦେଖୁନାହାନ୍ତି, ହାତୀ ତାଙ୍କ ଉପରେ ସୁନାକଳସ ଢାଳିବା ଭଳି କିପରି ଫିଲ୍ମ ଉପରେ ଫିଲ୍ମ ତାଙ୍କୁ ଅଫର ଆସୁଛି. ଆଉ ସେ ସବୁ ମଧ୍ୟ ନାରୀକେନ୍ଦ୍ରୀୟ ଫିଲ୍ମ. ଯାହାକୁ ନେଇ ସାରା ଖୁବ ଖୁସି ଥିବା ପ୍ରକାଶ କରିଛନ୍ତି. ତେବେ ଏହାକୁ ନେଇ ସାରା କହିଛନ୍ତି, “ମୋ ଆକ୍ଟିଂ କ୍ୟାରିଅରରେ ଏପରି ଶୁଭ ଘଟଣା ଘଟଣା ଘଟିବ ତାହା କେବେ ବି ମୁଁ କଳ୍ପନା କରିନଥିଲି. କାହାଣୀଗୁଡିକ ମତେ ବେଶ ପ୍ରଭାବିତ କରିଛି. ତା ସହ ସେଥିରେ ଥିବା ମୋର ଭୂମିକା ମଧ୍ୟ ମତେ ଖୁବ ପସନ୍ଦ ଆସିଛି. ପ୍ରଯୋଜକଙ୍କର ତିନୋଟି ଅଫରକୁ ଗ୍ରହଣ କରିଛି.” ‘ଏବେ ତାଙ୍କ ଅଭିନୀତ ୟେ ୱତନ ମେରି ୱତନ’ର ପୋଷ୍ଟ ପ୍ରଡକ୍ସନ ଚାଲିଛି.
Trending
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
Prev Post
Next Post