ବିଜୁ ଜନତା ଦଳ ସରକାର ମଧ୍ୟ ଏବେ ପଛୁଆ ବର୍ଗକୁ ନେଇ ସର୍ଭେ ରିପୋର୍ଟ ଜାରି କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ସମ୍ବନ୍ଧରେ ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କୁ ପ୍ରଦାନ କରାଯାଇଥିବା ନେଇ ଖବର ମିଳିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବିହାରରେ ଜାତିଗତ ଜନଗଣନାର ତଥ୍ୟ ଜାରି ହୋଇସାରିଛି । ଲୋକସଭା ୨୦୨୪ ଓ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ତଥ୍ୟ ପ୍ରକାଶନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।ବିଜେଡି ବିଧାୟକ ତଥା ଓଡିଶା ସରକାରର ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ସରକାର ଅନ୍ୟ ପଛୁଆ ବର୍ଗଙ୍କୁ ଲାଭ ପହଞ୍ଚାଇବା ଲାଗି ସହି ଗଣନାକୁ ସ୍ୱଚ୍ଛତା ରକ୍ଷା କରିବାକୁ ଚାହୁଁଛନ୍ତି । ଏହି କ୍ରମରେ ଆୟୋଗ ପକ୍ଷରୁ ମିଳିଥିବା ରିପୋର୍ଟକୁ ଏବେ ଅଧ୍ୟୟନ କରାଯାଉଛି ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post