ହ୍ୟୁମାନାଇଡ୍ ରୋବଟ୍ ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି । ବର୍ତ୍ତମାନ ଏହି ରୋବଟ୍ ପ୍ରୋବେଲ୍ମ ସଲଭିଙ୍ଗ୍ ଏବଂ ନିଜ ଗୋଡ଼ ହାତକୁ ସେଲ୍ଫ କ୍ୟାଲିବ୍ରେଟ କରିପାରୁଛି । ଏହି ରୋବଟର ଏକ ଭିଡିଓ ଏଲନ୍ ମସ୍କ ‘ଏକ୍ସ’ ପ୍ଲାଟଫର୍ମରେ ସେୟାର କରିଛନ୍ତି । ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ରୋବଟ୍ ପ୍ରଣାମ କରୁଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରୁ ଜଣା ପଡ଼ିଛି ଯେ ରୋବଟ୍ ବର୍ତ୍ତମାନ ଦୃଷ୍ଟି ଏବଂ ଜଏଣ୍ଟ ପୋଜିସନ୍ ଏନକୋଡର୍ ସାହାଯ୍ୟରେ ସ୍ପେସରେ ଏହାର ଅଙ୍ଗକୁ ସଠିକ୍ ଭାବରେ ଚିହ୍ନଟ କରିପାରିବ, ଯାହା ଭବିଷ୍ୟତ ମିଶନରେ ସାହାଯ୍ୟ ହେବ ।
Trending
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Prev Post
Next Post