ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସାମ୍ସଙ୍ଗ୍ ପକ୍ଷରୁ ପାର୍ବଣ ସେଲିଂର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ସାମ୍ସଙ୍ଗ୍ର ବଛା ବଛା ସ୍ମାର୍ଟଫୋନ ଉପରେ ଆକର୍ଷଣୀୟ ସ୍ବତନ୍ତ୍ର ମୂଲ୍ୟ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଯେଉଁଥିରେ ସାମ୍ସଙ୍ଗ୍ ଗାଲାକ୍ସି ଏମ୍ ଓ ଗାଲାକ୍ସି ଏଫ୍ ସିରିଜ୍ ଅନ୍ତର୍ଭୁକ୍ତ ରହିଛି। ଏପରିକି ଗ୍ରାହକମାନେ ବର୍ତ୍ତମାନ ଗାଲାକ୍ସି ଏମ୍ ୦୪ ଓ ଗାଲାକ୍ସି ଏଫ୍ ୦୪କୁ ପ୍ରାରମ୍ଭିକ ମୂଲ୍ୟ ୬,୪୯୯ ଟଙ୍କାରୁ କିଣିପାରିବେ। ସେହିଭଳି ଗାଲାକ୍ସି ଏମ୍ ୦୪ ଓ ଗାଲାକ୍ସି ଏଫ୍ ୦୪ରେ ଅତୁଳନୀୟ ଷ୍ଟାଇଲ୍ ରହିଛି। ଏହା ବିନା କୌଣସି ବ୍ୟାଘାତରେ ନିରନ୍ତର କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ। ବିଶେଷକରି ଏହା ନୂତନ ଜେନ୍ ଜେଡ୍ଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସର୍ବକୃଷ୍ଟ । ସେହିପରି ଗାଲାକ୍ସି ଏମ୍ ୦୪ ସେହିସବୁ ଗ୍ରାହକମାନଙ୍କ ପାଇଁ ଡିଜାଇନ କରାଯାଇଛି, ଯେଉଁମାନେ ଉଚ୍ଚ କାର୍ଯ୍ୟଦକ୍ଷତାସମ୍ପନ୍ନ ଡିଭାଇସ୍ ଚାହିଁଥାନ୍ତି, ଯାହାକି ମଲ୍ଟି ଟାସ୍କିଂ ପାଇଁ ସର୍ବକୃଷ୍ଟ ଓ ସେମାନଙ୍କୁ ସର୍ବଦା ଆଗରେ ରଖିଥାଏ। ଏଥିରେ ୮ଜିବି ମେମୋରି ସହିତ ରାମ୍ ପ୍ଲସ୍ ବୈଶିଷ୍ଟ୍ୟ, ବ୍ୟାପକ ୧୨୮ଜିବି ଷ୍ଟୋରେଜ୍ ରହିଛି, ଯାହାକି ୧ଟିବି ପର୍ଯ୍ୟନ୍ତ ସମ୍ପ୍ରସାରଣଯୋଗ୍ୟ ଓ ଦୀର୍ଘସ୍ଥାୟୀ ୫୦୦୦ଏମ୍ଏଏଚ୍ ବ୍ୟାଟେରି ସାମିଲ ରହିଛି। ଅପରପକ୍ଷରେ ଗାଲାକ୍ସି ଏମ୍ ୦୪ରେ ଷ୍ଟାଇଲିଶ୍ ଗ୍ଲସି ଡିଜାଇନ ସାମିଲ ରହିଛି। ଏହା ଏକ ଅତୁଳନୀୟ ସ୍ମାର୍ଟଫୋନ୍ ଅନୁଭବ ପ୍ରଦାନ କରିଥାଏ। ଗାଲାକ୍ସି ଏମ୍ ୧୩ ଓ ଗାଲାକ୍ସି ଏଫ୍ ୧୩ର ପ୍ରାରମ୍ଭିକ ମୂଲ୍ୟ ୯୧୯୯ ଟଙ୍କାରେ ଉପଲବ୍ଧ। ଗାଲାକ୍ସି ଏମ୍ ୧୩ରେ ଗାଲାକ୍ସି ଏମ୍ ୫୦ ଏମ୍ପି ଟ୍ରିପଲ୍ କ୍ୟାମେରା ଓ ବୃହତ୍ ୬୦୦୦ଏମ୍ଏଏଚ୍ ବ୍ୟାଟେରି ରହିଛି। ଗାଲାକ୍ସି ଏମ୍ ୧୩ରେ ୬.୬“ଫୁଲ୍ ଏଚ୍ଡି+ଡିସ୍ପ୍ଲେ ରହିଛି। ବିଶେଷକରି ବିଞ୍ଜ ୱାଚରମାନଙ୍କ ପାଇଁ ଏହା ଡିଜାଇନ କରାଯାଇଛି।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
Prev Post
Next Post