ସୁପର ହିରୋ ଲୁକ୍‌ରେ ମାହୀ

ସୁପର ହିରୋ ଲୁକ୍‌ରେ ମାହୀ

ସୁପର ହିରୋ ଲୁକ୍‌ରେ ମାହୀମେଟ୍ରୋ ଟିଭି ଓଡିଶା,୪/୨ : ଭାରତୀୟ କିକ୍ରେଟର ସଫଳ ଅଧିନାୟକ ଓ ୱିକେଟ୍ କିପର ତଥା ଲକ୍ଷ ଲକ୍ଷ ଲୋକଙ୍କ ପସନ୍ଦ ମହେନ୍ଦ୍ର ସିଂ ଧୋନୀଙ୍କ ହିରୋ ଅବତାରକୁ ଦେଖି ଫ୍ୟାନ୍ସ ମାନେ ବେଶ୍ ଉତ୍ସାହ ଦେଖାଇଛନ୍ତି । ତାଙ୍କର କିକ୍ରେଟ ପଡିଆରେ ଖେଳର ରଣନୀତକୁ ବହୁ ପ୍ରଶଂସକ ପସନ୍ଦ କରିଥାନ୍ତି । ଏଥିପାଇଁ ତାଙ୍କୁ କିଙ୍ଗସ ଆଲା କେତେ କଣ ଉପାଧିରେ ମଣ୍ଡିତ କରାଯାଇଛି ।

Dhoni's in Web Series: Mahendra Singh Dhoni will fight monsters in his own  web series. Former indian cricket captain mahendra singh dhoni in acting  unveils his look from his debut web series
pic credit-pipanews

କେବଳ ମୈଦାନ ନୁହେଁ ପଡିଆ ବାହାରେ ଓ ରିଅଲ ଲାଇଫରେ ବି ସେ ସେତିକି ରିଜର୍ଭ । ଲୋକଙ୍କ ପାଖରେ ସେ ମାହୀ ଭାବେ ବେଶ୍ ପରିଚିତ ।

YouTube player

pic credit-pocofy

ସୂଚନା ଅନୁସାରେ,ସେ ଏହି କ୍ରିକେଟର ଗ୍ରାଫିକ୍ସ ନୋବେଲ ଅର୍ଥବରେ ନଜର ଆସିବେ । ଯାହାର ପ୍ରଥମ ଲୁକ୍ ରିଲିଜ ହୋଇଛି । ଏହି ଭିଡିଓ କ୍ଲିପ୍ ମାଧ୍ୟମରେ ଆନିମେଟେଡ୍ ଅବତାରରେ ନଜର ଆସିଛନ୍ତି ଧୋନୀ । ରମେଶ ଥାମିଲାନୀଙ୍କ ଏକ କାହାଣୀ ଉପରେ ଆଧାରିତ ଯାହା ଧୋନି ମନୋରଞ୍ଜନ କରୁଥିବାର ନଜର ଆସିବେ । ଏଥିରେ ତାଙ୍କର ଅବତାର ଦାନବ ଭଳି ହୋଇଛି, ଯିଏକି ସୈନ୍ୟ ବିରୁଦ୍ଧରେ ଲଢେଇ କରୁଛି ।

MS Dhoni unveils his new look as Atharva in an upcoming graphic |  Filmfare.com
pic credit-filmfare.com

୨୦୧୯ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ଧୋନି ପ୍ରଥମ ଥର ନୂଆ କାର୍ଯ୍ୟରେ ହାତ ରଖିଛନ୍ତି ଏବଂ ‘ଅଥର୍ବ’ ସେମାନଙ୍କ ମଧ୍ୟରୁ ଅନ୍ୟତମ ।

धोनी ने लॉन्च किया अपने ग्राफिक उपन्यास 'अथर्व' का फर्स्ट लुक, विडियो वायरल
pic credit-adbudh india

ଧୋନି ଆଇପିଏଲର ପରବର୍ତ୍ତୀ ସିଜନରେ ଚତୁର୍ଥ ଥର ଚାମ୍ପିଅନ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଦେଖିବାକୁ ମିଳିବ । ଧୋନିଙ୍କ ଅଧିନାୟକତ୍ୱରେ ଦଳ ଗତ ସିଜନରେ ମଧ୍ୟ ଚାମ୍ପିଅନ୍ ହୋଇଥିଲା ।