କର୍ମଚାରୀ ଚୟନ ଆୟୋଗ(SSC) ମିଳିତ ସ୍ନାତକ ସ୍ତର ପରୀକ୍ଷା ୨୦୨୩ର ପ୍ରଥମ ପର୍ଯ୍ୟୟ ଫଳାଫଲ ଘୋଷଣା ହୋଇଛି । ପ୍ରାର୍ଥୀମାନେ ssc.nic.in ଲିଙ୍କକୁ ଯାଇ ନିଜର ଫଳାଫଳ ଚେକ କରି ପାରିବେ । ନିମ୍ନରେ ଏହାର ଲିଙ୍କଟିକୁ ଦିଆଯାଇଛି । କମିଶନ ଏଥିରେ ଆୟୋଗ ବର୍ଗ ଏବଂ ପୋଷ୍ଟ ଅନୁଯାୟୀ କଟ ଅଫ ମାର୍କ ମଧ୍ୟ ଘୋଷଣା କରାଯାଇଛି ।SSC CGL ର ପ୍ରଥମ ପରୀକ୍ଷା ଜୁଲାଇ ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଦାରିତ ମୋଡରେ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଡ୍ରାଇଭରଙ୍କୁ ନିୟୁକ୍ତି କରାଯିବ, ଏନେଇ ମନୋନିତ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେବେ । ଏହାପରେ କମିସନସୂଚନା ଦେଇଛନ୍ତି ଯେ, ପରୀକ୍ଷା ଏକାଧିକ ସିଫ୍ଟରେ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷାରେ ପ୍ରାର୍ଥୀଙ୍କ ଯୋଗ୍ୟତା ଅନୁଯାୟୀ ସେମାନେ ସ୍ୱଭାବିକ ହୋଇଚନ୍ତି ।ରିଜଲ୍ଟ ପିଡିଏଫରେ ଯୋଗ୍ୟ ପ୍ରାର୍ଥୀଙ୍କର ନାମ ଏବଂ ରୋଲ ନମ୍ବର ଉଲ୍ଲେଖ କରାଯାଇଛି । କିନ୍ତୁ ବିଭିନ୍ନ କୋର୍ଟର ନିର୍ଦ୍ଦେଶ ପାଇ ୧୧୩ ଜଣ ପ୍ରାର୍ଥୀଙ୍କ ଫଳାଫଳକୁ ଅଟକ ରଖାଯାଇଛି ବୋଲି SSC ସୂଚନା ଦେଇଛନ୍ତି ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post