ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନ ଶନିବାର ୟୁରୋପୀୟ ୟୁନିଅନ(ଇୟୁ)ରୁ ଅଲଗା ହେବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ଆବଶ୍ୟକ ହୁଏ ତେବେ ଆଙ୍କରା ୟୁରୋପୀୟ ୟୁନିଅନରୁ ଅଲଗା ହୋଇପାରେ।ପ୍ରକୃତରେ, ତୁର୍କୀର ଲକ୍ଷ୍ୟ ହେଉଛି ୟୁରୋପୀୟ ୟୁନିଅନରେ ଯୋଗଦେବା, କିନ୍ତୁ ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗ ଯୋଗୁ ଏହା ସମ୍ଭବ ହେଉ ନାହିଁ। ତୁର୍କୀ ଆଉ ଅପେକ୍ଷା କରିବାର ମନୋଭାବରେ ନାହିଁ, କାରଣ ସେ ବର୍ଷ ବର୍ଷ ଧରି ଏନେଇ ଅପେକ୍ଷା କରି ରହିଛି।ଆମେରିକା ଗସ୍ତ ପୂର୍ବରୁ ସେ ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ।ୟୁରୋପୀୟ ୟୁନିଅନ ତୁର୍କୀଠାରୁ ଅଲଗା ହେବାକୁ ଚେଷ୍ଟା କରୁଛି। ଏହା ଉପରେ ଆଧାର କରି ଆମେ ନିଜକୁ ମୂଲ୍ୟାଙ୍କନ କରିବୁ ଏବଂ ଆବଶ୍ୟକ ହେଲେ ଆମେ ୟୁରୋପୀୟ ୟୁନିଅନରୁ ଦାବି ପ୍ରତ୍ୟାହାର କରିପାରିବୁ।
Trending
- ବଳଙ୍ଗା ପୀଡ଼ିତାଙ୍କର ଅନ୍ତିମ ସଂସ୍କାର
- ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
- ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
- ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
Prev Post
Next Post