୨୦୨୩ ବର୍ଷ ପାଇଁ ନୋବେଲ ବିଜେତାଙ୍କୁ ଅତିରିକ୍ତ ୧୦ ଲକ୍ଷ କ୍ରୋନର୍ ମିଳିବ। ଏଭଳି ନିଷ୍ପତି ନେଇ ଶୁକ୍ରବାର ଦିନ ଘୋଷଣା କରିଛି ନୋବେଲ ଫାଉଣ୍ଡେସନ। ଏହା ସମୁଦାୟ ଆର୍ଥିକ ପରିମାଣ ୧.୧କୋଟି ସ୍ଵିଡେନ କ୍ରୋନର (୯.୮୬ ଲକ୍ଷ ଡଲାର) ହୋଇଯିବ। ନୋବେଲ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ କହିଛନ୍ତି ଯେ ଫାଉଣ୍ଡେସନର ଦୃଢ ଆର୍ଥିକ ସ୍ଥିତିକୁ ପ୍ରତିଫଳିତ କରିବାକୁ ସେମାନେ ଚଳିତ ବର୍ଷ ପରିମାଣ ବୃଦ୍ଧି କରୁଛନ୍ତି। ୨୦୧୨ରେ ପୁରସ୍କାର ରାଶି ୧ କୋଟି କ୍ରୋନର୍ରୁ ୮୦ ଲକ୍ଷକୁ ହ୍ରାସ କରାଯାଇଥିଲା। ସେହିପରି ୨୦୧୭ରେ ଏହାକୁ ୯୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା ଏବଂ ଶେଷରେ ୨୦୨୦ରେ ଏହାକୁ ୧ କୋଟି କରାଯାଇଥିଲା।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Next Post