ଆଜିଠୁ କମିବ ବର୍ଷା

ପୁଣି ୧୮ ରୁ ବଢିବ ବର୍ଷାର ବିସ୍ତୃତି

ଭିଜୁଛି ସାରା ଓଡ଼ିଶା । ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ପରେ ବର୍ଷା ବିସ୍ତୃତି ବଢିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ରେକର୍ଡ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଆଜିଠୁ କମିବ ବର୍ଷା ପରିମାଣ । ପୁଣି ୧୮ ତାରିଖରୁ ବଢିବ ବର୍ଷାର ବିସ୍ତୃତି ।