ଲିବ୍ୟାରେ ମୃତ୍ୟୁର ତାଣ୍ଡବ। ଭୟଙ୍କର ବିପର୍ଯ୍ୟୟର ସାମନା କରିଛି ଲିବ୍ୟା । ପାଣିରେ ଭାସୁଛି ହଜାର ହଜାର ଶବ । ମୃତ୍ୟୁ ସଂଖ୍ୟା ୬ ହଜାର ଟପିଛି । ୨୦ ହଜାର ଛୁଇଁପାରେ ମୃତ୍ୟୁ ସଂଖ୍ୟା । କାରଣ ଏବେବି ୧୦ହଜାରରୁ ଅଧିକ ନିଖୋଜ ଅଛନ୍ତି । ଚାରିଆଡେ ପଡିଛି କୁଢ କୁଢ ମୃତଦେହ । ମୃତ ଦେହ ଚିହ୍ନଟ କରିବା କଷ୍ଟକର ହୋଇପଡିଛି । ଡେର୍ଣ୍ଣା ସହର ଏବଂ ଏହାର ଆଖପାଖ ଇଲାକାରେ ସଡ଼କପଥ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବା ସହିତ ବିମାନବନ୍ଦର ମଧ୍ୟ ଧ୍ୱଂସ ବିଧ୍ୱଂସ ହୋଇଯାଇଛି ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Next Post