ପୁଷ୍ପା-୨ ଫିଲ୍ମ ରିଲିଜର ତାରିଖ ଘୋଷଣା ହୋଇଛି । ଏହାର ଘୋଷଣା ପାଇଁ ଏକ ପୋଷ୍ଟର ତିଆରି ହୋଇଥିଲା । ଯାହାକି ଏବେ ସୋସିଆଲ ମିଡିଆରେ ପୁରା ଧୁମ ମଚାଉଛି । ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଦେଖିବା ପରେ ଦର୍ଶକ ‘ପୁଷ୍ପା-୨’ ପାଇଁ ବହୁତ ଅପେକ୍ଷା କରିଥିଲା । କିନ୍ତୁ ବର୍ତ୍ତମାନ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଗଷ୍ଟ ୧୫ ୨୦୨୪ରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି । ସ୍ୱାଧିନତା ଦିବସରେ ଦର୍ଶକ ଦେଖିବେ ପୁଷ୍ପା-୨ । ରିଲିଜ ତାରିଖ ଘୋଷଣାର ଅଫିସିଆଲ ପୋଷ୍ଟର ସୋସିଆଲ ମିଡିଆରେ ଏବେ ଝଡ଼ ସୃଷ୍ଟି କରିଛି । ଯବାନ ପରେ ଏବେ ପୁଷ୍ପା-୨ କ୍ରେଜ କରିବାର ଦେଖିବାକୁ ମିଳିଛି । ଅଲ୍ଲୁ ଅର୍ଗୁନଙ୍କୁ ପୁଷ୍ପା ଫିଲ୍ମର ଅଭିନୟ ପାଇଁ ୬୯ ତମ ଜାତୀୟ ପୁରସ୍କାର ମିଳିଥିଲା । ପୁଷ୍ପା-୨ ଫିଲ୍ମରେ ଅଭୀନେତ୍ରୀ ରଶ୍ମୀକା ମନ୍ଦନା ଏବଂ ଫଦାହ ଫସିଲ ଲିଡ ରୋଲରେ ନଜର ଆସିବେ ବୋଲି ସୂଚନା ମିଳିଛି ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post