ଫ୍ଲିପକାର୍ଟ ଦେଉଛି iPhone ଉପରେ ଦମଦାର ଡିସକାଉଣ୍ଟ ଅଫର। iPhone 11ର ମୂଲ୍ୟ ହଠାତ ହ୍ରାସ ପାଇଛି । ୨,୯୯୯ରେ iPhone, ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । ଫ୍ଲିପକାର୍ଟ iPhone ଉପରେ ଦମଦାର ଡିସକାଉଣ୍ଟ ଅଫର ଦେଉଛି । ଯଦି ଆପଣ ନୂଆ iPhone କିଣିବାକୁ ଚାହୁଁଛନ୍ତି ତେବେ ଏହି ସମୟ ହିଁ ଆପଣଙ୍କ ପାଇଁ ଉଚିତ ହେବ । ଯଦି ଆପଣ iPhone କେବେ ବ୍ୟବହାର କରି ନାହାନ୍ତି କିମ୍ବା ଏହି ଫୋନକୁ ଏକ୍ସପେରିଏନ୍ସ କରିବାକୁ ଚାହୁଁଛନ୍ତି ତେବେ ଆପଣ iPhone 11କୁ କିଣି ପାରିବେ । ଏହି iPhone ବର୍ତ୍ତମାନ ଏକ ପକେଟ୍ ଫ୍ରେଣ୍ଡଲି ଫୋନ ହୋଇଯାଇଛି, ଯାହା ପ୍ରିମିୟମ ସ୍ମାର୍ଟଫୋନ କାଟାଗୋରୀରେ ଆସୁଛି । ଆପଣ ଏବେ iPhone 11କୁ ୩୦୦୦ଟଙ୍କା ଶସ୍ତାରେ ଫ୍ଲିପକାର୍ଟରୁ କିଣିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହି iPhoneକୁ ଆପଣ ଏତେ ଶସ୍ତାରେ କିଣି ପାରିବେ ।। ଯଦି ଆପଣ ପୁରୁଣା ସ୍ମାର୍ଟଫୋନ ଏକ୍ସେଚେଞ୍ଜ କରୁଛନ୍ତି ତେବେ ଆପଣଙ୍କୁ ଅଫ୍ ମିଳିବ । କିନ୍ତୁ ଆପଣଙ୍କ ଫୋନ ଲାଟେଷ୍ଟ ଏବଂ ଭଲ କଣ୍ଡିସନରେ ଥିଲେ ହିଁ ୩୩,୧୦୦ ଟଙ୍କାର ଅଫ୍ ମିଳିବ। ଯଦି ଆପଣ ସମସ୍ତ ଅଫର୍ ପାଇବାରେ ସଫଳ ହେଲେ ତେବେ iPhone ର ମୂଲ୍ୟ ୨,୯୯୯ ଟଙ୍କା ହେଇଯିବ ।Apple iPhone 11ରେ 6.1 ଇଞ୍ଚର ବ୍ରାଇଟ୍ ସ୍କ୍ରିନ ମିଳିଥାଏ । ଏହା Appleର A13 ବାୟୋନିକ ଚିପ୍ ଦ୍ୱାରା ଚାଲିଥାଏ । ଯାହା ବହୁତ ଶୀଘ୍ର କାମ କରେ। ଏହି ପ୍ରିମିୟମ ସ୍ମାର୍ଟଫୋନରେ ୧୨ ମେଗାପିକ୍ସେଲ ଲେନ୍ସ ସହ ଦୁଇଟି କ୍ୟାମେରା ରହିଛି । ଏହା ଦ୍ୱାରା ଆପଣ 4K କ୍ବାଲିଟିରେ ଭଲ ଫୋଟୋ ଏବଂ ଭିଡିଓ ରେକର୍ଡ କରିପାରିବେ । ଏଥିରେ ନାଇଟ୍ ମୋଡ୍, ପୋଟ୍ରେଟ୍ ମୋଡ୍ ଏବଂ ସ୍ମାର୍ଟ HDR ଭଳି ଫିଚର୍ସ ରହିଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post