ନୂଆଦିଲ୍ଲୀ: ଭାରତ ବନିଲା ବିଶ୍ବଗୁରୁ । ନୂଆଦିଲ୍ଲୀରେ ଶେଷ ହୋଇଛି ଜି-୨୦ ମହାକୁମ୍ଭ । ଜଣଙ୍କ ପରେ ଜଣେ ନେତା ନିଜ ଦେଶକୁ ଫେରିବାରେ ଲାଗିଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କ ହାତରେ ସଭାପତିତ୍ବ ଭାର ଅର୍ପଣ କରିବା ପରେ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଛନ୍ତି । ଆସନ୍ତାବର୍ଷ ଜୁଲାଇରେ ବ୍ରାଜିଲର ରିଓ ଡି ଜେନେରୋରେ ହେବ ପରବର୍ତ୍ତୀ ସମ୍ମିଳନୀ । ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ ଆହ୍ବାନରେ ଅନୁଷ୍ଠିତ ସମ୍ମିଳନୀରେ ସବୁଜ ଜଳବାୟୁ ପାଣ୍ଠି ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୨ ବିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି । ଏହି ଐତିହାସିକ ସମ୍ମିଳନୀରେ ଗୃହୀତ ନୂଆଦିଲ୍ଲୀ ଘୋଷଣାନାମାକୁ ସମସ୍ତେ ସମର୍ଥନ କରିଛନ୍ତି । ଆମେରିକା, ଭାରତ, ସାଉଦିଆରବ ଓ ଉପସାଗରୀୟ ରାଷ୍ଟ୍ରମଧ୍ୟରେ ଯୋଗାଯୋଗ ନେଇ ହୋଇଥିଲା ଐତିହାସିକ ବୁଝାମଣା । ସମ୍ମିଳନୀରେ ଆଫ୍ରିକାନ ୟୁନିଅନକୁ କରାଯାଇଥିଲା ନୂଆ ସଦସ୍ୟ ।
#WATCH | G 20 in India | US President Joe Biden departs from Delhi to Vietnam, after concluding the G20 Summit, earlier visuals. pic.twitter.com/gsAG0m5GwX
— ANI (@ANI) September 10, 2023
G-20 in India: PM Narendra Modi met Canadian PM Justin Trudeau on the sidelines of the G-20 Summit
"We discussed the full range of India-Canada ties across different sectors," tweets PM Modi pic.twitter.com/ZigwsG67Xq
— ANI (@ANI) September 10, 2023
#WATCH | G-20 in India | French President Emmanuel Macron says, "I think we (India-France) have a strong bilateral partnership… We had a very strong defence partnership and we strengthened this partnership, especially during the past 2 years. The visit of your PM during our… pic.twitter.com/7umuXPN50l
— ANI (@ANI) September 10, 2023
British PM Rishi Sunak emplanes for UK after productive G20 Summit in India
Read @ANI Story | https://t.co/74B91DvzGV#India #RishiSunak #UKPM #BritishPM #G20India2023 #G20SummitDelhi pic.twitter.com/2UImYIZzue
— ANI Digital (@ani_digital) September 10, 2023
Shared my thoughts during Session 3 of the G20 Summit. This Session focussed on the theme of ‘One Future.’ Emphasised on the need of the hour being to look beyond the idea of a Global Village and make the vision of Global Family a reality. pic.twitter.com/KcypGXdLsP
— Narendra Modi (@narendramodi) September 10, 2023