’ଭାରତ ମଣ୍ଡପମ’ ପୃଷ୍ଠଭୂମିରେ ଶୋଭା ପାଉଛି କୋଣାର୍କ ଚକ୍ର
ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ହପମରେ ସବୁଠୁ ଅଧିକ ଚର୍ଚା କୋଣାର୍କ ଚକ୍ରକୁ ନେଇ । ବିଶେଷ କରି କୋଣାର୍କ ଚକ୍ରର ଐତିହ୍ୟ ଉପରେ ବିଶ୍ବନେତାଙ୍କୁ ମଧ୍ୟ ବୁଝାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ବିଶ୍ବନେତାଙ୍କୁ ସ୍ବାଗତ କରିବା ବେଳେ କୋଣାର୍କ ଚକ୍ର ନିକଟରେ ବିଶ୍ବନେତାଙ୍କ ସହ ଫଟୋ ଉଠାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ପ୍ରଧାନମନ୍ତ୍ରୀ ଯେଉଁସ୍ଥାନରେ ଅତିଥୀଙ୍କୁ ସ୍ବାଗତ କରୁଥିଲେ ସଠାରେ ଓଡ଼ିଶା ସଂସ୍କୃତି ଐତିହ୍ୟର ପରିଚୟ ଥିବା କୋଣାର୍କ ଚକ୍ର ରହିଛି । ଯାହାକି ବେଶ ସୁନ୍ଦର ଦିଶିବା ସହ ଓଡ଼ିଶାର ଗୌରବ ସାରା ବିଶ୍ବ ମଧ୍ୟ ଦେଖୁଛି ଏବଂ ଏହା ଉପରେ ଚର୍ଚା ହେଉଛି
#WATCH | G 20 in India: Russian Foreign Minister Sergey Lavrov arrives at Bharat Mandapam, the venue for G 20 Summit in Delhi's Pragati Maidan. pic.twitter.com/GOexlnYHzA
— ANI (@ANI) September 9, 2023
#WATCH | G 20 in India: Handshake by Prime Minister Narendra Modi, US President Joe Biden, President of Brazil Luiz Inacio, President of South Africa Cyril Ramaphosa and World Bank President Ajay Banga at Bharat Mandapam, the venue for G-20 Summit in Delhi. pic.twitter.com/n5Ahe0G5Ia