କମିପାରେ ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ, ଡିଜେଲ ଦର । ଏଲପିଜି ଦର ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇବା ପରେ ଲୋକମାନେ ପେଟ୍ରୋଲ ଓ ଡିଜେଲ ଦର ବି କମିବ ବୋଲି ଆଶା କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ତୈଳ ଦର କମିବ । ଯଦିଓ ଶୀଘ୍ର ପେଟ୍ରୋଲ ଓ ଡିଜେଲ ଶସ୍ତା ହେବାର ସମ୍ଭାବନା ନାହିଁ । କିନ୍ତୁ ଆସ୍ତେ ଆସ୍ତେ କମିବ ବୋଲି ଆଶଙ୍କା କରାଯାଉଛି।