ଭୁବନେଶ୍ୱର: ବିଜେପି କୁ ପୁଣି ଟାର୍ଗେଟ କରିଛି ବିଜେଡି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ରୋହିତ ପୂଜାରୀ । ଜୟନାରାୟଣ ଏକାଧିକ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ରହିଥିବା କଥା କହିଛନ୍ତି। ତାଙ୍କ ବିରୋଧରେ କୋର୍ଟରେ ୧୬ଟି ଚାର୍ଜସିଟ୍ ଦାଖଲ ହୋଇଛି , ଆଉ ସବୁ ମାମଲା ଚାଲିଛି। ସମ୍ଭବତଃ ଜୟନାରାୟଣ ଏହି ଚାର୍ଜସିଟ୍ ବିଷୟରେ କହୁଛନ୍ତି ବୋଲି ସେ ଟ୍ବିଟର ହ୍ୟାଣ୍ଡେଲରେ ଟାର୍ଗେଟ କରି କହିଛନ୍ତି । ମହିଳାଙ୍କୁ ଆକ୍ରମଣ କରୁଥିବା ଲୋକ ବିଷୟରେ ଆମର କିଛି କହିବାର ନାହିଁ । କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ଜୟନାରାୟଣ । ତାଙ୍କର ମାନସିକ ସ୍ୱାସ୍ଥ୍ୟ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନୁ । ତାଙ୍କଠାରୁ ଦୂରେଇ ରହିବାକୁ ଗଣମାଧ୍ୟମକୁ ସେ ଆହ୍ବାନ ଦେଇଛନ୍ତି ।
Trending
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
Prev Post
Next Post