ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା
ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା’ର ଆନୁଷ୍ଠାନିକ ଶୁଭାରମ୍ଭ । ହାଇଦ୍ରାବାଦଠାରେ ୟୁଷ୍ଟାର ପ୍ରଥମ ଷ୍ଟୋର ସହିତ ନୂଆ ଫର୍ମାଟର ଶୁଭାରମ୍ଭ କରାଯାଇଛି। ଏପରିକି ସର୍ବାଧୁନିକ ଜ୍ଞାନକୌଶଳସମ୍ପନ୍ନ ଷ୍ଟୋର ଲେ-ଆଉଟ ସହିତ ୟୁଷ୍ଟାରେ ଯୁବବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ହାଇ-ଫ୍ୟାଶନ ଉପଲବ୍ଧ ହେଉଛି। ଏଠାରେ ମିଳୁଥିବା ସମସ୍ତ ସାମଗ୍ରୀର ମୂଲ୍ୟ ୯୯୯ ଟଙ୍କାରୁ କମ୍ ରହିଥିବାବେଳେ ଅଧିକାଂଶ ସାମଗ୍ରୀର ମୂଲ୍ୟ ୪୯୯ ଟଙ୍କାରୁ କମ୍ ରହିଛି।