ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ
ବେଙ୍ଗାଲୁରୁ : ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଭାରତ ପାଳନ କରିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚନ୍ଦ୍ରଯାନ -୩ର ସଫଳତା ଅବସରରେ ବେଙ୍ଗାଲୁରୁ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଏହି ବଡ଼ ଘୋଷଣା କରିଛନ୍ତି। ତା’ ସହିତ ଯେଉଁଠି ଚନ୍ଦ୍ରଯାନ-୩ ଅବତରଣ କରିଛି, ଚନ୍ଦ୍ରର ସେହି ସ୍ଥାନକୁ ଶିବଶକ୍ତି ଏବଂ ଯେଉଁଠି ଚନ୍ଦ୍ରୟାନ -୨ ଅବତରଣ କରିଥିଲା, ତାର ନାଁ ତ୍ରିରଙ୍ଗା ରଖାଯାଇଛି ।
PM Modi greets ISRO scientists, declares August 23 as National Space Day
Read @ANI Story | https://t.co/hHArpE9f8x#NationalSpaceDay #ISRO #Chandrayaan3 #PMModi pic.twitter.com/FrMCvxdgPk
— ANI Digital (@ani_digital) August 26, 2023
PM Modi greets women scientists at ISRO, commends their “key role” in Chandrayaan-3
Read @ANI Story | https://t.co/FMxWKn6Td2#PMModi #Chandrayaan3 #womenscientists #ISRO pic.twitter.com/eIvIpwGcUK
— ANI Digital (@ani_digital) August 26, 2023