ବିକ୍ରମ ଲ୍ୟାଣ୍ଡର ପଠାଇଲା ଫଟୋ

ବିକ୍ରମ ଲ୍ୟାଣ୍ଡର ପଠାଇଲା ଫଟୋ । ଚନ୍ଦ୍ରର ନିକଟତର ହୋଇଛି ବିକ୍ରମ ଲ୍ୟାଣ୍ଡର । ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ସେଥିରୁ ପ୍ରଜ୍ଞାନ ବାହାରକୁ ଆସି ଚନ୍ଦ୍ର ପୃଷ୍ଟରୁ ପଠାଇବ ଆବଶ୍ୟକୀୟ ସୂଚନା । ଚନ୍ଦ୍ରପୃଷ୍ଠରେ ବୁଲି କରିବ ଗବେଷଣା ।