ଭୁବନେଶ୍ବର : କଳାଭୂମି ମ୍ୟୁଜିୟମ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରାଫ୍ଟ ମ୍ୟୁଜିୟମରେ ଇ-ଅଡିଓ ଗାଇଡେଡ ଟୁରର ଶୁଭାରମ୍ଭ କରିଛନ୍ତି । ହିନ୍ଦି, ଓଡ଼ିଆ ଓ ଇଂରାଜୀରେ ଉପଲବ୍ଧ ହେବ ଇ-ଅଡିଓ ଗାଇଡ । ପର୍ଯ୍ୟଟକଙ୍କୁ ମନୋରମ ଦୃଶ୍ୟର ବ୍ୟାଖ୍ୟା ଦେବ ଇ-ଅଡିଓ ଗାଇଡ । ଭ୍ରମଣକାରୀଙ୍କୁ ଓଡ଼ିଶାର ସଂସ୍କୃତି ଐତିହ୍ୟ ସହ ଯୋଡିବ ଏହି ଇ-ଅଡିଓ । ମ୍ୟୁଜିୟମରେ ହୋଇଥିବା ଏଭଳି ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କର ଅନୁଭୁତି ଅଭୁଲା ରହିବ ।ମ୍ୟୁଜିୟମ ଓ୍ୱେବସାଇଟର ମଧ୍ୟ ପୁନରୁତ୍ଥାନ କଲେ ମୁଖ୍ୟମନ୍ତ୍ରୀ । ଓ୍ବେବସାଇଟରେ ୩୬୦ ଡିଗ୍ରୀ ଭରଚୁଆଲ ଟୁରର ବ୍ୟବସ୍ଥା ହୋଇଛି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post