ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି । ଭାରତୀୟ ସମୟ ମୁତାବକ ସନ୍ଧ୍ୟା ସାଢେ ୭ଟାରେ ମୋଦୀ ସିନେଟରେ ପହଞ୍ଚିବେ ।
#WATCH | PM Narendra Modi receives a ceremonial welcome as he arrives in Paris, France for an official two-day visit.
PM Modi received by French PM Élisabeth Borne at the airport. pic.twitter.com/YxUFGqMJox
— ANI (@ANI) July 13, 2023
#WATCH | PM Narendra Modi welcomed by French PM Elisabeth Borne in Paris.
PM Modi has been invited as the Guest of Honour at the Bastille Day Parade at the invitation of French President Emmanuel Macron. pic.twitter.com/yWiKZwNr9E
— ANI (@ANI) July 13, 2023
PM Narendra Modi arrives in France, welcomed by French PM Elisabeth Borne at Paris airport
Read @ANI Story | https://t.co/GSBe14Z02X#NarendraModi #France #ModiInFrance #ElisabethBorne pic.twitter.com/QtipOUGphq
— ANI Digital (@ani_digital) July 13, 2023
#WATCH | Members of the Indian diaspora chant 'Bharat Mata ki Jai' as they meet PM Modi in Paris, France
PM Modi will address an Indian Community event at the iconic La Seine Musicale at around 11 PM IST today. pic.twitter.com/w7EcQfb7oe
— ANI (@ANI) July 13, 2023
ରାତି ପ୍ରାୟ ୮ଟା ୪୫ ମିନିଟରେ ମୋଦୀ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ । ଏହପରେ ମୋଦୀ ମୋଦୀ ଲା ସିନ୍ ମ୍ୟୁଜିକାଲ କଳାକେନ୍ଦ୍ରରେ ଭାରତୀୟ ସମୁଦାୟଙ୍କ ଆଗରେ ଅଭିଭାଷଣ ରଖିବେ ।ଏହାପରେ ଯାଇ ମୋଦୀ ଭାରତୀୟ ସମୁଦାୟର ଲୋକଙ୍କୁ ଭେଟିବା ସହିତ, ଏଲିସିୟନ ପ୍ୟାଲେସରେ ରାତ୍ରିଭୋଜନରେ ଯୋଗ ଦେବେ ।